ଇସିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ମାମଲା : ଓଡ଼ିଶାରୁ ୧୧୯ ଜଣଙ୍କ ଉପରୁ କଟକଣା ହଟିବ

ନୂଆଦିଲ୍ଲୀ : ଜାନୁଆରି ୨୦୨୧ ସୁଦ୍ଧା ଓଡ଼ିଶାରୁ ନିର୍ବାଚନ କମିସନ୍‌ (ଇସି)ଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୧୧୯ ଜଣଙ୍କ ଉପରୁ କଟକଣା ହଟିବ। ସେଥିମଧ୍ୟରୁ ଚଳିତ ବର୍ଷ ଶେଷସୁଦ୍ଧା ୯୬ ଜଣ, ୨୦୧୯ରେ ୮ ଜଣ, ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ୭ ଜଣ ବ୍ୟକ୍ତିମାନଙ୍କ ଉପରୁ କଟକଣା ହଟିବ। ଗତ ୨୦୧୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହି ବ୍ୟକ୍ତିମାନେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ କମିସନ୍‌ଙ୍କ … Continue reading ଇସିଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ମାମଲା : ଓଡ଼ିଶାରୁ ୧୧୯ ଜଣଙ୍କ ଉପରୁ କଟକଣା ହଟିବ